ଦୁଷ୍କର୍ମ ମାମଲାରେ ଯୁବକ କୋର୍ଟ ଚାଲାଣ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂ ଜଣେ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ଜାମଡାଳି ଗ୍ରାମରେ ଲକ୍ ଡାଉନ୍ ପରିୟଡରେ ଘରେ କେହି ନ ଥିବା ବେଳେ ଜଣଙ୍କ ଘରେ ପଶି ଏକ ବିବାହିତ ମହିଳା ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।ସେହି ଆଧାରରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କ ପ୍ରଚେଷ୍ଟାରେ ଦୁଷ୍କର୍ମକାରୀ କୁଞ୍ଜ ନାଏକ(୨୮) ଙ୍କୁ ସୋମବାର ଦିନ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।


