ବଏସ୍ ହାଇସ୍କୁଲରେ ଏନ୍‌.ସି.ସି.(ନେଭାଲ) ପ୍ରାର୍ଥୀ ଚୟନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ପାଇଁ ଜାତୀୟ ସମର ଶିକ୍ଷାର୍ôଥ ବାହିନୀ (ନେଭାଲ)ରେ ଯୋଗଦାନ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି । ସି.ପି.ଓ ବ୍ରହ୍ମପୁର ପି.କେ.ରାଓ ଚୟନ ପ୍ରକ୍ରିୟାରେ ଯୋଗ ଦେଇ ୫୨ ଜଣ ଛାତ୍ରଙ୍କୁ ମନୋନୀତ କରିଛନ୍ତି । ଚୟନ ପାଇଁ ବିଭିନ୍ନ ପରୀକ୍ଷା ଓ ଶାରୀରିକ ଦକ୍ଷତାକୁ ମାପଦଣ୍ଡ ରୂପେ ଗ୍ରହଣ କରାଯାଇଥିଲା । ଉକ୍ତ ଚୟନ ପ୍ରକ୍ରିୟାକୁ ଏନ୍‌.ସି.ସି. ଶିକ୍ଷକ ହରିହର ଦାଶ ପରିଚାଳନା କରିଥିଲେ ଓ ପ୍ରଧାନ ଶିକ୍ଷକ ଡ.ବୃଷକେତୁ ଦାଶ ଉପସ୍ଥାତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ