ବାଲେଶ୍ଵର ବୁଢାବଳଙ୍ଗ ନଦୀ ଉପରେ ନିର୍ମାଣ ସେତୁର ସେଟରିଂ ଭୁଶୁଡିପଡିଛି 22/05/2020 YWPSENU3 0 Comments ବୁଢାବଳଙ୍ଗ ନଦୀ ଉପରେ ନିର୍ମାଣ ସେତୁର ସେଟରିଂ ଭୁଶୁଡିପଡିଛି ବାଲେଶ୍ବର, (ସରୋଜ ପଣ୍ଡା):ଜାତୀୟ ରାଜପଥ-୬୦ର ବାଲେଶ୍ବର ଜିଲ୍ଲା ଫୁଲାଡ଼ି ଛକରୁ ବାଲେଶ୍ବର ସହରକୁ ଆସିବାପାଇଁ ବୁଢାବଳଙ୍ଗ ନଦୀ ଉପରେ ନିର୍ମାଣ ସେତୁର ସେଟରିଂ ଆଜି ଭୁଶୁଡିପଡିଛି | ଆଜି ଅପରାହ୍ନ ୫ଟା୩୦ ସମୟରେ ବ୍ରିଜର ନିର୍ମାଣାଧିନ ପିଲାର ଭୁଶୁଡି ପଡିଥିବା ବେଳେ କାରଣ କ’ଣ ତାହା ଜଣାପଡିନାହିଁ | Spread the love