ଭଗବାନଙ୍କ ବଗିଚା
ଗାଁରେ ଲୋକେ । ଏହି ଗାଁର ନାମ ମାବଲ୍ୟାନ୍ନାଙ୍ଗ । ଗାଁରେ ଶତ ପ୍ରତିଶତ ଲୋକ ସାକ୍ଷର । ଗାଁରେ ରହିଛି ଏକ ପରମ୍ପରା । ପରିବାରର ସମସ୍ତ ସମ୍ପତ୍ତି ବଡ଼ ଝିଅକୁ ଦିଆଯାଇଥାଏ । ଫଳରେ ବିବାହ ପରେ ଜ୍ୱାଇଁ ଶ୍ୱଶୁର ଘରେ ହିଁ ରୁହେ । ଏଠାକାର ସୁନ୍ଦର ପରିବେଶ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ପ୍ରତିବର୍ଷ ଏଠାକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି । ଏତେ ସୁନ୍ଦର ଏହି ଗାଁକୁ ଲାକେ ଭଗବାନଙ୍କ ବଗିଚା କହିଥାନ୍ତି ।


