ରାଇରଙ୍ଗପୁର ଓକିଲ ସଂଘ ନିର୍ବାଚନର ଚୂଡାନ୍ତ ରିପୋର୍ଟ ତାଲିକା ପ୍ରକାଶିତ

ରାଇରଙ୍ଗପୁର (‌ୱାଇଏନ୍‌ଏସ୍‌): ମାର୍ଚ୍ଚ ୨୭ ତାରିଖ ଦିନ ସାରା ଓଡ଼ିଶାରେ ସମସ୍ତ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ । ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନରେ ଚୂଡାନ୍ତ ନାମାଙ୍କନ ପତ୍ର ପ୍ରକାଶିତ ହୋଇଛି । ନିର୍ବାଚନ ପରିଚାଳନା ଦାୟିତ୍ଵରେ ଆଡଭୋକେଟ ଜହରଲାଲ ମଣ୍ଡଳ ଅଛନ୍ତି । ରାଇରଙ୍ଗପୁର ଓକିଲ ସଂଘ ସଭାପତି ପଦରେ ୧-ଅକ୍ଷୟ କୁମାର ମହାନ୍ତି ,୨-ଜୀମୂତକାନ୍ତି କବିଉପସଭାପତି ୧-ବାସେନ ମୁର୍ମୁ,୨-ବୀର କିଶୋର ମହାପାତ୍ର ୩-ମନୋଜ କୁମାର ଦାସସଂପାଦକ ୧-ମନୋଜ କୁମାର ଦାସ,୨-ରାମେଶ୍ବର ଅଧିକାରୀ ୩-ଶିବଶଙ୍କର ଫଡକାରଯୁଗ୍ମ ସମ୍ପାଦକ ୧-ହରେକୃଷ୍ନ ମହାକୁଡ଼ ୨-ପୁର୍ଣଚନ୍ଦ୍ର ମହାନ୍ତସହ ସଂପାଦକ ୧+ଅମିତ କୁମାର ବୈଠା ୨-ପ୍ରଦୀପ ମଣ୍ଡଳପାଠାଗାର ସଂପାଦକ/ଗୌରୀ ଶଙ୍କର ଦତ୍ତକୋଷାଧ୍ୟକ୍ଷ ୧- ଭବେନ୍ଦ୍ର ଗିରି୨-ଲକ୍ଷ୍ମଣ କୁମାର ମାଝୀ*କାର୍ଯ୍ୟକାରୀ ସଦସ୍ୟ ୧-ଅରୁଣ ବାରିକ୨-ଭବାନୀ ଶଙ୍କର ମହାନ୍ତି ୩-ବିଜୟ କୁମାର ସାମଲ୪-ବିନୟ ଭୁଷଣ ମହାନ୍ତି ୫-ବିରଞ୍ଚି ନାରାୟଣ ନନ୍ଦ ୬-ଦୁଷ୍ମନ୍ତ କୁମାର ବସା ୭-କିଶୋର ଚନ୍ଦ୍ର ମହାନ୍ତ ୮-ମାନଗୋବିନ୍ଦ ମହାନ୍ତ ୯-ନିବେଦିତା ଗିରି ୧୦-ଶେଖର କୁମାର ଦତ୍ତ ୧୧-ସୁବ୍ରତ କୁମାର ମଣ୍ଡଳ ପ୍ରମୁଖ ଚୂଡାନ୍ତ ତାଲିକାରେ ସ୍ଥାନିତ ହୋଇଛନ୍ତି ।୨୧୫ ଜଣ ପଂଜିକୃତ ଆଡଭୋକେଟ ଆସନ୍ତା ମାର୍ଚ୍ଚ ୨୭ ତାରିଖ ଦିନ ସେମାନଙ୍କର ମନପସନ୍ଦର ପ୍ରାର୍ଥୀ ସପକ୍ଷରେ ଭୋଟ ଦେଇ ବିଜୟ ଟୀକା ପିନ୍ଧାଇବେ । ନିର୍ବାଚନ ନେଇ ଚର୍ଚ୍ଚା ଚଳ ଚଂଚଳ ହୋଇପଡିଛି ରାଇରଙ୍ଗପୁର କଚେରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ