ସମବାୟ ନିର୍ବାଚନ ପାଇଁ ପ୍ରସ୍ତୁତ ଜୋରଦାର

ଜଗତସିଂହପୁର, (ଅନସୂୟା ରାଉତ) :-ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତିର ନିର୍ବାଚନ ଆସନ୍ତା ଜୁନ୧୯ ତାରିଖରେ ହେବାପାଇଁ ଯାଉଅଛି । ଆସନ୍ତା କାଲି ମଇ ୧୩ତାରିଖ ପ୍ରାର୍ଥୀପତ୍ର ଦାଖଲ ହେବ। ଏଥିପାଇଁ ବିଭିନ୍ନ ଦଳ ତାର ଅଙ୍କକଷା ଆରମ୍ଭ କରିଦେଇଛି । ଗୋଟିଏ ପଟେ ରାଜ୍ୟ ସରକାରଙ୍କ ଉପନିର୍ବାଚନ ପାଇଁ ବିଭିନ୍ନ ଦଳ ରଣ କୌଶଳ ପ୍ରସ୍ତୁତ କରୁଥିବା ବେଳେ ଏପଟେ ସମବାୟ ନିର୍ବାଚନ ପାଇଁ ଛାମୁଆ ନେତା ଅଣ୍ଟାଭିଡୁଥିବା ଦେଖିବାକୁ ମିଳୁଛି । ପୁଣି ଚିରାଚରିତ ଢଙ୍ଗରେ ଭୋଜିଭାତରେ, ଚାହା ଜଳଖିଆରେ, ଆକାଶ ପାଣିରେ ସହର ବଜାର ଦୁଲୁକୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ