୨୪ଖଣ୍ଡ ଶାଳକାଠ ସହ ଟାଟା ମେଜିକକୁ ଜବତ କଲା ବନ ବିଭାଗ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଚୋରାକାଠ ମାଫିଆ ସକ୍ରିୟ ।ସୂଚନାଯୋଗ୍ୟ ଯେ ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ରେଞ୍ଜ ଅନ୍ତର୍ଗତ କୁସୁମଘାଟି ଗ୍ରାମରେ ଏକ ଟାଟାମେଜିକ ଓଡି ୧୧ଏ ୩୬୨୧ରେ ୨୪ଖଣ୍ଡ ଚାଲାଣ ହେଉଥିବା ଖବର ପାଇ ବନଖଣ୍ଡ ଅଧିକାରୀ ଡଃ ଅରୁଣ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ ଅଶୋକ ଦାସ, ସହକର୍ମୀ ଅନ୍ତର୍ଯ୍ୟାମୀ ମହାକୁଡ, ବନରକ୍ଷୀ ଆଲୋକ ସେଠୀ, ଯଶୋବନ୍ତ ମହାକୁଡ ପ୍ରମୁଖ ଘଟଣାସ୍ଥଳରେ ପହଂଚି ୨୦,୦୦୦ ଟଙ୍କାରୁ ଉର୍ଦ୍ଧ୍ବ ୪0ଖଣ୍ଡ ଶାଳକାଠ ସହ ଟାଟା ମେଜିକକୁ ଜବତ କରିଥିଲେ ।ଡ୍ରାଇଭର ପ୍ରାଣବିକଳରେ ଖସି ପଳାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ