ଗଞ୍ଜାମ ରେ ଜେଏମଏଫିସ କୋର୍ଟ ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି ପ୍ରକାଶ

ଗଂଜାମ, (ବିନୋଦ ପଲାଇ) :- ଗଞ୍ଜାମ ସହରରେ ଜେଏମଏଫିସ କୋର୍ଟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଆଇନ ବିଭାଗ ତରଫରୁ ଚିଠି ନମ୍ବର – ୭୫୦୨/ ୦୫୦୭/ ୨୦୨୨ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହାକୁ ନେଇ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏହି କୋର୍ଟ ପ୍ରତିଷ୍ଠା ପାଇଁ ବିଭିନ୍ନ ସମୟରେ ଅଞ୍ଚଳ ବାସୀ ଦାବି କରି ଆସୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ