ମହାପ୍ରଭୁଙ୍କୁ ଦର୍ଶନ କଲେ ସୁପରଷ୍ଟାର ଗୋବିନ୍ଦା

ପୁରୀ- ବଲିଉଡର ଲୋକପ୍ରିୟ ଅଭିନେତା କମ୍ ରାଜନେତା ଗୋବିନ୍ଦା ରବିବାର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ସହିତ ଧର୍ମପନ୍ନୀ ସୁନିତା ଆହୁଜା ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ଉଭୟ ଶ୍ରୀମନ୍ଦିରରେ ରହିବା ସହ ଜଗନ୍ନାଥ ଙ୍କ ବଡସିଂହାରବେଶ ର ଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ