ଗଂଜାମ କୁ ପଛରେ ପକାଇ ଆଗରେ ଖୋର୍ଦ୍ଧା

ବ୍ରହ୍ମପୁରୁ ,(ଓ୍ବାଇଏନ୍ଏସ୍): କୋରନା ରେ ପୁଣି ଗଂଜାମ କୁ ପଛରେ ପକାଇ ଆଗକୁ ଯାଇଛି ଖୋର୍ଦ୍ଧା ରେ ଗତ କିଛି ଦିନ ଧରି ଗଂଜାମ ରେ ହୁ ହୁ ହୋଇ କୋରନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା |କିନ୍ତୁ ଜିଲ୍ଲା ପ୍ରଶାସନ ର ଉଦ୍ୟମ କ୍ରମେ କୋରନା କିଛି ମାତ୍ରା ରେ ନିୟନ୍ତ୍ରଣ ଧୀନ ଅଛି| ଗତ ଏକ ସପ୍ତାହର ରିପୋର୍ଟ ଦେଖିଲେ ଗଂଜାମର କୋରନା ସ୍ଥିତି ନିମ୍ନ ଗାମି ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି| ଆଜିର ରିପୋର୍ଟ ଅନୁସାରେ ଗଂଜାମ ରୁ ୨୨୨ ପଯେଟିଭ ଥିବାବେଳେ ଖୋର୍ଦ୍ଧାରୁ ୩୪୨ ପଯେଟିଭ ଥିବା ସୂଚନା ମିଳିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ