ଜଗନ୍ନାଥ ପ୍ରସାଦ ମେଡିକାଲ ରେ ଯୁବତୀ ର ମୃତ୍ୟ:କୋରନା ସନ୍ଦେହ
ଜଗନ୍ନାଥ ପ୍ରସାଦ,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମ ପଂଚାୟତ ପାଟରା ପଲ୍ଲି ଗ୍ରାମ ର ଜଗନ୍ନାଥ ନାୟକ ଙ୍କ ଝିଅ ସଂଗୀତା ନାୟକ ଙ୍କ ଜଗନ୍ନାଥ ପ୍ରସାଦ ମେଡିକାଲ ରେ ଆଜି ମୃତ୍ୟ ହୋଇଛି।କୋରନା ସଂକ୍ରମଣ ର ଲକ୍ଷଣ ଥିବା ଡାକ୍ତର ସାନ୍ତୁନ କୁମାର ରାଉତ କହିଛନ୍ତି।ଆଜକୁ ୮ ଦିନ ହେଲା ମୃତ୍ୟ ସଂଗୀତା ଜ୍ୱର ,ଖାସ, କଫରେ ପୀଡିତ ଥିଲେ।ଗଲା କାଲି ସଂଗୀତା ର ସ୍ୱାସ୍ଥ୍ୟ ଗୁରୁତର ହେବାରୁ ଜଗନ୍ନାଥ ପ୍ରସାଦ ମେଡିକାଲ ର କୋଭଡ କେର ରେ ରଖି ଚିକିତ୍ସା କରା ଯାଉଥିଲା।ମଧ୍ୟରାତ୍ର ରେ ନିଶ୍ଵାସ ନେବାରେ କଷ୍ଟ ହେବ ରୁ ଅମ୍ଳଜାନ ଦିଆ ଯାଇଥିଲା, କିନ୍ତୁ ଶେଷରେ ସଂଗୀତା ର ମୃତ୍ୟୁ ଘଟିଥିଲା।କୋରନା ଜନିତ ମୃତ୍ୟୁ ବୋଲି ସନ୍ଧେହ ହେବାରୁ ମୃତକ କୁ ସାନିଟାଇଜର କରା ଯାଇଥିବା ସହ ପୁରା ମେଡିକାଲ କୁ ସାନିଟାଇଜର କରା ଯାଇଥିଲା।ବ୍ଲକ ବିଡ଼ିଓ ସୁରେଶ ଚନ୍ଦ୍ର ପଣ୍ଡା ଙ୍କୁ ଜଣାଇବା ରୁ ମୃତକ କୁ ନେବାକୁ ଗାଡି ଡ୍ରାଇଭର କୁ ପିପି କିଟ ଯୋଗେଇ ଦେଇ ଥିଲେ।ବିଡ଼ିଓ ଶ୍ରୀ ପଣ୍ଡା ଗ୍ରାମ ରେ ପହଞ୍ଚି ମୃତକ ର ଶବ ସଂସ୍କାର ପାଈଁ ସମସ୍ତ ବ୍ୟବସ୍ଥା ଭି କରି ଥିଲେ।


