ଜିଲ୍ଲା ପ୍ରଶାସନ ଯୋଗୁ ବଂଚିବାର ରାହା ପାଇଲା ଅସହାୟ ଶିଶୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଏକ ବିଶେଷ ସୁତ୍ର ରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଂକୁ ଖବର ମିଳିଲା ଯେ ଗୁମା ବ୍ଲକ ର ଏକ ସାତ ବର୍ଷ ର ଶିଶୁ ଯାହାକଂର ପିତା କଂ ମୃତ୍ୟୁ ପରେ ତାଂକର ମା ଛାଡି କେଉଁଆଡେ ପାଇଯାଇଛନ୍ତି ଏବଂ ଶିଶୁ ଜଣକଂ ଏଣେ ତେଣେ ବୁଲୁ ଛନ୍ତି । ତାଂକର ୭୦ ବର୍ଷ ର ଜେଜେ ମା କିଛି କରିପାରୁନାହାଁନ୍ତି । ଖବର ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରି ତୁରନ୍ତ ସହାୟତା ପାଇଁ ଚାଇଲଡ ଲାଇନ କୁ ଜଣାଇଥିଲେ। ଚାଇଲଡ ଲାଇନ ଦୁଇ ଦିନ ଖୋଜିବା ପରେ ଶିଶୁ କୁଂ ଉଧାର କରି ଶିଶୁ କଲ୍ୟାଣ ସମିତି କଂ ନିକଟରେ ହାଜର କରିବା ପରେ ଶିଶୁ କଲ୍ୟାଣ ସମିତି ଶିଶୁ କଂ ବିଷୟ ଜାଣିବା ପରେ ରେ ଶିଶୁ କୁଂ ଆର ସୀତାପୁରର ଶୀ ଜଗନ୍ନାଥ ନିକେତନ ଶିଶୁ ଯତ୍ନ ଅନୁଷ୍ଠାନ ରେ ଥଇଥାନ କରିଛନ୍ତି । ଶିଶୁ କଂ ର ମାଗଣାରେ ଖାଇବା ରହିବା ଓ ପଢିବା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବା ସହ ଶିଶୁ ର ସମସ୍ତ ଦାଇତ ନେଲାଜିଲ୍ଲା ପ୍ରଶାସନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ