ରକ୍ତଦାନ ଶିବିର

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଙ୍ଗୋର ସେବା ସମବାୟ ସମିତି ପରିସରରେ ଏଚ.ଡି.ଏଫ.ସି, ବାଙ୍ଗୋର ସେବା ସମବାୟ ସମିତି , ସମ୍ବାଦ ଆମ ଓଡିଶା ଓ ଆନନ୍ଦପୁର ରକ୍ତଭଣ୍ଡାରର ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ କେସିସି ବ୍ୟାଙ୍କ ହାଟଡିହି ଶାଖାର ପରିଚାଳକ ରଶ୍ମୀରଞ୍ଜନ ଜେନା, ଘସିପୁରା କେସିସି ବ୍ୟାଙ୍କ ଶାଖା ପରିଚାଳକ ଦେବଦର୍ଶନୀ ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ବାଦ ଆମ ଓଡିଶାର ସଂଯୋଜକ ତଥା ହାଟଡିହି ବ୍ଲକ ସମ୍ବାଦ ପ୍ରତିନିଧି କିଶୋର ଆଚାର୍ଯ୍ୟ, ଏଚ.ଡି.ଏଫ.ସି ର ସଞ୍ଜିବ ସାହୁ, ବାଙ୍ଗୋର ସେବା ସମବାୟ ସମିତିର ସୁରେଶ କୁମାର ପେଡା, ଅଞ୍ଜନ କୁମାର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରୁ ମୋଟ ୩୪ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଆନନ୍ଦପୁର ରକ୍ତଭଣ୍ଡାରର ଡାକ୍ତର ବର୍ଷା ମହାପାତ୍ର, ଏଲଟି ରମାନାଥ ମହାନ୍ତି, ଷ୍ଟାଫ ନର୍ସ ସଶ୍ମିତା ଦେହୁରୀ, ଆଟେଣ୍ଡାଣ୍ଟ ମଙ୍ଗୁଳି ଚରଣ ସାହୁ, ଡିଏମଏ ଅଶୋକ କୁମାର ସୁର, ଅଟେଣ୍ଡାଣ୍ଟ ଗାନ୍ଧୀ ମୁଖି ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗୃହୀତ କରିଥିଲେ । ଅକ୍ଷୟ କୁମାର ସାହୁ, ବିକାଶ କୁମାର ସାହୁ, ରତି ରଞ୍ଜନ ରାଉତ, ହିମାଶୁଂ ପଣ୍ଡା, ରାଜୀବ ସାହୁ, ତ୍ରୀଲୋଚନ ପଲେଇ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରକ୍ତଦାତା ଜୀବନଦାତା- ଅକ୍ଷୟ କୁମାର ସାହୁ, ମନୋରଞ୍ଜନ ପାତ୍ର, ଅଜୟ ନାୟକ, ରତି ରଞ୍ଜନ ରାଉତ, ପରମାନନ୍ଦ ପଣ୍ଡା, କହ୍ନେଇ ମହାକୁଡ, ଶିଶିର ତୋଫାନ, ସୁବ୍ରତ ସାହୁ, ନିରୋଦ କୁମାର ମଲ୍ଲିକ, ତୋଫାନ କୁମାର ଝାମ୍ପୁଲା, ଅନାଦି ସାହୁ, ଚନ୍ଦ୍ରକାନ୍ତ ନାୟକ, ହରେକୃଷ୍ଣ ମାଝୀ, ଗୟାଧର ମାଝୀ, ରାଇମାଳ ଚାତମ୍ବା, ନନ୍ଦ କିଶୋର ସାହୁ, ରାଜକିଶୋର ପଣ୍ଡା, ସଚିନ ଜେନା, ସତ୍ୟରଞ୍ଜନ ମହାରଣା, ସୋମନାଥ ସାହୁ, ବଳରାମ ସାହୁ, ପ୍ରଭାକର ବେହେରା, ଅକ୍ଷୟ କୁମାର ମଲ୍ଲିକ, ବିକାଶ ରଞ୍ଜନ ସାହୁ, ଜୟନ୍ତ ନାୟକ, ନରହରି ମହାଳିକ, ରାଜୀବ କୁମାର ସାହୁ, ରୋହିତ ମହାକୁଡ, ଅଭୟ ପ୍ରଧାନ, ସୁବାସ ଚନ୍ଦ୍ର ସାହୁ, ପ୍ରମୋଦ କୁମାର ଜେନା, ଚନ୍ଦନ କୁମାର ପେଡା, ମେନକା ନାଇକ, ଅକ୍ଷୟ କୁମାର ପରିଡା,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ