୧୬ ଦିନରେ ଲକଡାଉନ,ଯାନ ବାହନକୁ ନିଷେଧ

କଳାହାଣ୍ଡି:କରୋନା ମହାମାରୀ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ ୧୬ ଦିନ ରେ ପହଁଚିଥିବା ବେଳେ କଳାହାଣ୍ଡି ପୋଲିସ ପକ୍ଷରୁ ଦୁଇଚକିଆ ଓ ଚାରିଚକିଆ ଯାନ କୁ ସମ୍ପୂର୍ଣ୍ଣ ନିଷେଧ କରିଥିବା ସହିତ ମେଡ଼ିକାଲ କାମ ଥିଲେ ଯାନ ବାହାରକୁ ବାହାର କରିବା ପାଇଁ ନିର୍ଦେଶ ଜାରିକରିଛି । ଏହା ବ୍ୟତୀତ ଦୋକାନ ବଜାର ଗଲେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ନିର୍ଦ୍ଧେଶ ଦେଇଥିବା ବେଳେ ଏହି ନିୟମର ଉଲ୍ଲଘଂନକାରୀ ଙ୍କୁ ଦଣ୍ଡ ସହିତ ଦୋକାନି ର ଦୋକାନ ସିଲ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।ଆଜି ଠାରୁ ମାସ୍କ କୁ ବାଧ୍ୟତାମୂଳକ କରାଯାଉଥିବା। ନେଇ ସୂଚନା ଦେଇଛନ୍ତି ଆମ କଳାହାଣ୍ଡି ପ୍ରତିନିଧି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ