ଇନସୁଲିନ ସ୍ତରକୁ ସ୍ୱାଭାବିକ କରେ ଏହି ପାଣି

ପ୍ରତିଦିନ ସକାଳେ ଜୁଆଣି ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ ଅନେକ ଉପକାର ମିଳିଥାଏ । ଏହାଦ୍ୱାରା ରକ୍ତ ସଞ୍ଚାଳନ ସ୍ୱାଭାବିକ ହୋଇ ହାର୍ଟ ଆଟାକ୍ରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି । ଏହା ଇନସୁଲିନ୍ କ୍ଷରଣକୁ ସ୍ୱାଭାବିକ କରିଥାଏ । ଫଳରେ ଡାଇବେଟିସ୍ ସମସ୍ୟା ସହଜରେ ଦୂର ହୋଇଥାଏ । ନିୟମିତ ଜୁଆଣି ପାଣି ପିଇଲେ ମେଦବହୁଳତା ମଧ୍ୟ ଦୂର ହୋଇଥାଏ । ଏହା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ